୨୦୨୦ ମାର୍ଚ ସୁଦ୍ଧା ଗ୍ରାମାଞ୍ଚଳରେ ମିଳିବ ମାଗଣା ଓ୍ଵାଇ-ଫାଇ ସେବା: ରବିଶଙ୍କର ପ୍ରସାଦ

ରେଓ୍ଵାରି: ଭାରତ ନେଟ୍‌ ଅପ୍‌ଟିକ୍‌ ଫାଇବର୍‌ ଦ୍ୱାରା ସଂଯୋଗ ହୋଇଥିବା ଗାଁମାନଙ୍କରେ ମାର୍ଚ ୨୦୨୦ ସୁଦ୍ଧା ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯିବ ବୋଲି ବୁଧବାର ଦିନ ସରକାର କହିଛନ୍ତି। ହରିୟାଣାର ରେଓ୍ଵାରି ଠାରେ ଏକ ଡିଜିଟାଲ୍‌ ଗାଁ ଉଦ୍‌ଘାଟନ କରି ଟେଲିକମ୍‌ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି: ଭାରତ ନେଟ୍‌ ଜରିଆରେ ଆମେ ୧.୩ ଲକ୍ଷ ଗ୍ରାମପଞ୍ଚାୟତକୁ ସଂଯୋଗ କରିସାରିଛୁ… ଆମର ଲକ୍ଷ୍ୟ ହେଉଛି ଏହାକୁ … Continue reading ୨୦୨୦ ମାର୍ଚ ସୁଦ୍ଧା ଗ୍ରାମାଞ୍ଚଳରେ ମିଳିବ ମାଗଣା ଓ୍ଵାଇ-ଫାଇ ସେବା: ରବିଶଙ୍କର ପ୍ରସାଦ